31.1 C
Bhubaneswar
Tuesday, August 11, 2026
Homeଓଡିଶାଖୁବଶୀଘ୍ର ଓଡିଶା ଦେଖିବ ନୂଆ ଲୋକାୟୁକ୍ତ: ମନ୍ତ୍ରୀ

ଖୁବଶୀଘ୍ର ଓଡିଶା ଦେଖିବ ନୂଆ ଲୋକାୟୁକ୍ତ: ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ଓଡିଶା ଦେଖିବ ନୂଆ ଲୋକାୟୁକ୍ତ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ବର୍ଷରେ ଯାହା ହୋଇନି , ୨ ବର୍ଷରେ ତାହା କରୁଛୁ । ୫ ବର୍ଷରେ ଯାହା କରିବୁ ତାହା ବିରୋଧୀ କଳ୍ପନା କରିନଥିବେ । ସୂଚନାଥାଉକି, ଓଡିଶାରେ ଲୋକାୟୁକ୍ତ ବ୍ୟବସ୍ଥା ଅଚଳ ହୋଇଯାଇଛି । ଦୁଇ ବର୍ଷ ହେଲା ଅଧ୍ୟକ୍ଷ ଓ କୌଣସି ସଦସ୍ୟ ନାହାନ୍ତି । ଏନେଇ ସରକାର ସମାଲୋଚିତ ହେବା ପରେ ଏବେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking