32.2 C
Bhubaneswar
Monday, August 10, 2026
Homeଓଡିଶାଲିଙ୍ଗରାଜଙ୍କ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼

ଲିଙ୍ଗରାଜଙ୍କ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଭକ୍ତିରେ ଉଠୁଛି ଏକାମ୍ର କ୍ଷେତ୍ର । ବାବା ଲିଙ୍ଗରାଜଙ୍କ ଦର୍ଶନ ଓ ଜଳଲାଗି ପାଇଁ ଭୋରୁ ଭୋରୁ ମନ୍ଦିର ମୁହାଁ ହୋଇଛନ୍ତି ହଜାର ହଜାର କାଉଡିଆ । କାନ୍ଧରେ ପାଣିଭାର, ଖାଲି ପାଦରେ ଲମ୍ବା ରାସ୍ତା, ଆଉ ତୁଣ୍ଡରେ ଅବିରତ ଶିବ ନାମ । ରାସ୍ତାରେ ଯେତେ କଷ୍ଟ ଆସୁ , ସେସବୁକୁ ଭୁଲି ଆଗେଇ ଚାଲନ୍ତି କାଉଡିଅ।। କାରଣ ମନରେ ରହିଛି ଗୋଟିଏ ସଂକଳ୍ପ ବାବାଙ୍କ ମସ୍ତକରେ ପବିତ୍ର ଜଳ ଢାଳିବେ ଏବଂ ମହାଦେବଙ୍କ ଆଶୀର୍ବାଦ ନେବେ । ଚାଲିଆଡେ ଶୁଭୁଛି ହର ହର ମହାଦେବ , ବୋଲବମ ଧ୍ୱନି । ଶ୍ରାବଣ ସୋମବାରର ଏହି ପବିତ୍ର ଦିନରେ ବାବା ଲିଙ୍ଗରାଜଙ୍କ ଜଳାଭିଷେକ ପାଇଁ ଭକ୍ତଙ୍କ ଭିଡ ଲାଗିଛି । ମହାଦେବଙ୍କ ପ୍ରତି ଅଗାଢ ଆସ୍ଥା ଓ ଭକ୍ତିକୁ ସାଥୀ କରି ସେମାନେ ଚାଲିଛନ୍ତି ବାବାଙ୍କ ଦରବାରକୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking