34.6 C
Bhubaneswar
Wednesday, August 5, 2026
Homeଓଡିଶାରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକାଧିକ ହଷ୍ଟେଲ ୱାର୍ଡେନଙ୍କ ଇସ୍ତଫା

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକାଧିକ ହଷ୍ଟେଲ ୱାର୍ଡେନଙ୍କ ଇସ୍ତଫା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକାଧିକ ହଷ୍ଟେଲ ୱାର୍ଡେନଙ୍କ ଇସ୍ତଫା । ହଷ୍ଟେଲ ସମସ୍ୟା ନେଇ ଗତକାଲି ବୈଠକ ଚାଲିଥିବା ସମୟରେ କଟକ ସଦର ବିଧାୟକ ପ୍ରକାଶ ସେଠୀ ଚିଫ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏହାପରେ ହଷ୍ଟେଲର ଏକାଧିକ ୱାର୍ଡେନ ହଷ୍ଟେଲ ଦାୟିତ୍ୱରୁ ଓହରି ଯିବା ସହିତ ଭିସିଙ୍କୁ ଭେଟି ସାମୁହିକ ଭାବରେ ଇସ୍ତଫା ପତ୍ର ଦେଇଛନ୍ତି । ଏପଟେ ୱାର୍ଡେନମାନଙ୍କୁ ସମର୍ଥନ ଜଣାଇଛନ୍ତି ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଶିକ୍ଷକ ସଂଘ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking