32.4 C
Bhubaneswar
Wednesday, August 5, 2026
Homeଓଡିଶାଭିଡିଓ କରି ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ

ଭିଡିଓ କରି ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ

ଭୁବନେଶ୍ୱର: ମୋବାଇଲରେ ଲାଇଭ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପୁଲିସ ପହଞ୍ଚି ବଞ୍ଚାଇଲା ଜୀବନ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ହୋଟେଲରେ ପଶି ଯୁବକଙ୍କୁ ଉଦ୍ଧାର କଲା ଧଉଳି ଥାନା ପୁଲିସ । ମୋବାଇଲରେ ଲାଇଭ କରୁଥିବା ବେଳେ ଯୁବକଙ୍କ ନେଟୱାର୍କକୁ ଟ୍ରାକ କରି ଧଉଳି ଥାନା ପୋଲିସର ତ୍ବରିତ ପଦକ୍ଷେପ । ମାନସିକ ଚାପ ପାଇଁ ଜୀବନ ହାରିଥିବା ନେଇ ପୋଲିସର ସୂଚନା । ଯୁବକ ଜଣକ ନିଜ ଫୋନ ସୁଇଚଅଫ କରି ହୋଟେଲରେ ଲୁଚିଥିଲେ । ଏହି ସମୟରେ ପୁଲିସ ଧରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking