28.9 C
Bhubaneswar
Monday, August 3, 2026
Homeଓଡିଶାବଡି କ୍ୟାମେରା ପିନ୍ଧିବେ ଅବକାରୀ ସ୍କ୍ୱାଡ: ମନ୍ତ୍ରୀ

ବଡି କ୍ୟାମେରା ପିନ୍ଧିବେ ଅବକାରୀ ସ୍କ୍ୱାଡ: ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ବଡି କ୍ୟାମେରା ପିନ୍ଧିବେ ଅବକାରୀ ବିଭାଗ କର୍ମଚାରୀ । ଏନେଇ ସୂଚନା ଦେଲେ ଅବକୀରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚୋରି ନିଶା କାରବାର ରୋକିବାକୁ ନେଇ ଚଢାଉ ବେଳେ ପିନ୍ଧିବେ ବଡି କ୍ୟାମେରା । ନିଶା କାରବାରରେ ଜଡିତ ଲୋକଙ୍କ ବିରୋଧରେ ପ୍ରମାଣ ଯୋଗାଡ ସହଜ ହେବ । କର୍ମଚାରୀଙ୍କୁ ଉପରେ ଆକ୍ରମଣ ହେଲେ ପ୍ରମାଣ ଯୋଗାଡ ହୋଇପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking