35.8 C
Bhubaneswar
Sunday, August 2, 2026
Homeଅପରାଧଛାତ୍ରଙ୍କୁ ଛୁରି ଭୁସି ହତ୍ୟା କଲେ ଅଣଛାତ୍ର

ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କଲେ ଅଣଛାତ୍ର

ଜୟପୁର: କ୍ଲାସରୁମରୁ ଛାତ୍ରଙ୍କୁ ଡାକି ଆଣି ହତ୍ୟା । ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କଲେ ଅଣଛାତ୍ର । ଏଭଳି ଏକ ଅଘଟଣର ଖବର କୋରାପୁଟ ଜିଲ୍ଲା ବାରିଣୀପୁଟ ପ୍ରୋଜେକ୍ଟ ହାଇସ୍କୁଲରୁ ସାମ୍ନାକୁ ଆସିଛି । ସ୍ଥାନୀୟ ମେଡିକାଲରେ ଛାତ୍ରଙ୍କ ମୃତେଦହ ପଡ଼ି ରହିଛି । କାନ୍ଦବୋହବାଳିରେ ମେଡିକାଲ ଫାଟି ପଡ଼ୁଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି କି, ଛାତ୍ର ଜଣକ ଖାଇବା ଛୁଟିରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଅଭିଯୁକ୍ତ ଜଣକ ପୂର୍ବବର୍ଷ ଏହି ସ୍କୁଲରୁ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିବା କାରଣରୁ ଏଭଳି ଅଘଟଣ ଘଟାଇଥିବା କୁହାଯାଉଛି । ତେବେ ମୃତ ଛାତ୍ରଙ୍କ ବାପା ଏକ ଦୋକାନରେ କାମ କରୁଥିଲେ । ଝିଅର ମୃତ୍ୟୁ ଖବର ପାଇବା ପରେ କାନ୍ଦକୋବାଳିରେ ଫାଟି ପଡ଼ିଛି ମେଡିକାଲ ପରିସର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking