29.5 C
Bhubaneswar
Saturday, August 1, 2026
Homeଓଡିଶାଓପିସିସିର ବନ୍ୟା ଓ ରିଲିଫ କମିଟିର ବୈଠକ

ଓପିସିସିର ବନ୍ୟା ଓ ରିଲିଫ କମିଟିର ବୈଠକ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ ଗଠିତ ପ୍ରଦେଶ କଂଗ୍ରେସ ବନ୍ୟା ଓ ରିଲିଫ୍ କମିଟିର ବୈଠକ ଆଜି କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ରାଜ୍ୟର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିବା ସହ , ରିଲିଫ ବଣ୍ଟନ କରିବ ଏବଂ ଓପିସିସି ସଭାପତିଙ୍କୁ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବ l ଏହି କମିଟିର ଅଧ୍ୟକ୍ଷ ବିଧାୟକ ଅଶୋକ ଦାସ, ସହ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଏବଂ ସଦସ୍ୟ ସିଦ୍ଧାର୍ଥ ସ୍ୱରୂପ ଦାଶ, ସତ୍ୟବ୍ରତ ପାତ୍ର, ମିନାକ୍ଷୀ ବାହିନୀପତି, ରଞ୍ଜିତ ପାତ୍ର, ବିଭୁତି ଭୂଷଣ ମହାପାତ୍ର, ଯଶୋବନ୍ତ ସିଂ ଲାଗୁରୀ, ମାନସ ଚୌଧୁରୀ, ନବଜ୍ୟୋତି ପଟ୍ଟନାୟକ, ଅସିତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସଗରିଆ, ନିମାଇଁ ସରକାର, ଅଭୟ ସାହୁ, ସରୋଜ ପ୍ରଧାନ, ବିଜନ ନାୟକ, ବନ୍ଦିତା ପରିଡା, ଦୁର୍ଗାଶଙ୍କର ପଣ୍ଡା, ଅଧୀର ଜେନା, ଅରବିନ୍ଦ ଦାସ, ଅଜୟ ମହାପାତ୍ର, ଜୟସ୍ମିତା ମହାନ୍ତି, ଅଶୋକ ସ୍ୱାଇଁ, ଅଭିଳାଷ ମାଣିଆ, ଜିତେନ୍ଦ୍ର ପ୍ରଧାନ, ଦେବକାନ୍ତ ଶର୍ମା, ଆଦିତ୍ୟ କିରଣ ନାଗ ଅଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking