33.8 C
Bhubaneswar
Friday, July 24, 2026
Homeଓଡିଶାଧାଡି ପହଣ୍ଡିରେ ରଥକୁ ଆସିଲେ ଦେବୀ ସୁଭଦ୍ରା

ଧାଡି ପହଣ୍ଡିରେ ରଥକୁ ଆସିଲେ ଦେବୀ ସୁଭଦ୍ରା

ପୁରୀ: ପୁରୀରେ ଚାଲିଛି ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି, ତାପରେ ବଳଭଦ୍ରଙ୍କର ପହଣ୍ଡି ସରିଥିଲା। ସୁଦର୍ଶନ ଓ ବଳଭଦ୍ର ରଥାରୂଢ଼ ହୋଇଛନ୍ତି। ଏବେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ମଧ୍ୟ ସାରିଛି । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ହେବ । ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking