33.8 C
Bhubaneswar
Friday, July 24, 2026
Homeଓଡିଶାଝୁଲିଝୁଲି ଆସିଲେ କାଳିଆ ସାଆନ୍ତ

ଝୁଲିଝୁଲି ଆସିଲେ କାଳିଆ ସାଆନ୍ତ

ପୁରୀ : ଆଜି ପବିତ୍ର ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ନଅଦିନିଆ ଲୀଳାଖେଳା ପରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଏହି ଅବସରରେ ପୁରୀ ବଡ଼ଦାଣ୍ଡ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରରେ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମାଇଛନ୍ତି । ବାହୁଡ଼ା ଯାତ୍ରାରେ ଭକ୍ତଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ କାଳିଆ ସାଆନ୍ତ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ଦିବ୍ୟ ଯାତ୍ରାରେ ଭକ୍ତି ଓ ଆଧ୍ୟାତ୍ମିକ ଉଲ୍ଲାସରେ ଦୋହଲି ଉଠିଛି ପୁରୀ ବଡ଼ଦାଣ୍ଡ। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଜଗତନାଥ। ସୁଦର୍ଶନ ଙ୍କ ପହଣ୍ଡି ପରେ ବଳଭଦ୍ରଙ୍କ ପହଣ୍ଡି , ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇ ଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking