28.3 C
Bhubaneswar
Thursday, July 23, 2026
Homeଦେଶ ବିଦେଶବଦଳିଲେ କେନ୍ଦ୍ର ଶିକ୍ଷା ସଚିବ

ବଦଳିଲେ କେନ୍ଦ୍ର ଶିକ୍ଷା ସଚିବ

ନୂଆଦିଲ୍ଲୀ : ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଜନ୍ତରମନ୍ତରରେ ଚାଲିଥିବା ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ସଚିବ ବିନୀତ୍ ଯୋଶୀଙ୍କୁ ଜରୁରିକାଳୀନ ପ୍ରଭାବରେ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ନୂଆ କେନ୍ଦ୍ର ଶିକ୍ଷା ସଚିବ ଭାବେ ନରେଶ ପାଲ୍ ଗଙ୍ଗ୍‌ୱାରଙ୍କୁ ନିଯୁକ୍ତି ମିଳିଛି। ଏଣିକି ଗଙ୍ଗୱାର ନୂଆ ଦାୟିତ୍ୱ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ସରକାର। ତେବେ ଏହି ମାମଲାରେ ଏହା କେନ୍ଦ୍ର ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।

ୱାଇ ବି ଖୁରାନିଆଙ୍କୁ ଅବସର ଅନୁମତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking