ୱାଇ ବି ଖୁରାନିଆଙ୍କୁ ଅବସର ଅନୁମତି

ଭୁବନେଶ୍ୱର: ଓଡ଼ିଶାର ଡିଜିପି ୱାଇ ବି ଖୁରାନିଆଙ୍କୁ ଅବସର ପାଇଁ ଅନୁମତି ମିଳିଛି। ପୁଲିସ ଡିଜି ଆସନ୍ତା ଅଗଷ୍ଟ ୧୬ ତାରିଖ ଦିନ ଅବସର ଗ୍ରହଣ କରିବେ। ଡିଜିପିଙ୍କ ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୱାଇ ବି ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର। କେନ୍ଦ୍ରୀୟ ଡେପୁଟେସନରୁ ଫେରି ସେ ଅରୁଣ କୁମାର ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ୱ ନେଇଥିଲେ। ପୂର୍ବରୁ ଶ୍ରୀ ଖୁରାନିଆ ନୟାଗଡ଼, ଗଞ୍ଜାମ, ମୟୂରଭଞ୍ଜ, ଭଳି ଜିଲ୍ଲା … Continue reading ୱାଇ ବି ଖୁରାନିଆଙ୍କୁ ଅବସର ଅନୁମତି