29.4 C
Bhubaneswar
Thursday, July 23, 2026
Homeଓଡିଶାଓଡ଼ିଶାରେ କୋଭିଡ୍‌କୁ ନେଇ ଭୟ ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ କୋଭିଡ୍‌କୁ ନେଇ ଭୟ ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ପଡ଼ୋଶୀ ରାଜ୍ୟଗୁଡ଼ିକରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ଖବର ମଧ୍ୟରେ ଓଡ଼ିଶାରେ ଏବେ କୋଭିଡ୍ ପରିସ୍ଥିତି ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ଏହାକୁ ନେଇ ବର୍ତ୍ତମାନ କୌଣସି ଗୁରୁତର ସ୍ଥିତି ନଥିବା ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ବର୍ତ୍ତମାନ କୋଭିଡ୍ ସଂକ୍ରମଣର ଲକ୍ଷଣ ସାଧାରଣ ଥଣ୍ଡା, ସର୍ଦ୍ଦି ଓ ଜ୍ୱର ଭଳି ରହୁଛି। ଗଞ୍ଜାମ ଜିଲ୍ଲାରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ସଂକ୍ରମିତ ଘରେ ସଂଘରୋଧରେ ଥିବା ବେଳେ ଆଉ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେଣୁ ଏବେ ଭୟଭୀତ ହେବାର କୌଣସି କାରଣ ନଥିବା କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking