ଭୁବନେଶ୍ୱର : ପୁଣି ବୁଲା କୁକୁର କାମୁଡାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୬ ବର୍ଷର ଶିଶୁକନ୍ୟାକୁ ଝୁଣିଲେ କୁକୁର ପଲ। ସାନଖେମୁଣ୍ଡି ମହାନଳାରେ ଘରୋଇ ସ୍କୁଲ ନିକଟରେ କୁକୁର ଆତଙ୍କ ଦେଖାଦେଇଛି। ସ୍କୁଲ ବାହାରକୁ ପରିଶ୍ରା ଆସିଥିବା ବେଳେ ଶିଶୁକନ୍ୟାକୁ ୫ ରୁ ୬ କୁକୁର ଝୁଣିଲେ। ଗୁରୁତର ଶିଶୁ କନ୍ୟାକୁ ଆଡ଼ପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।










