32.2 C
Bhubaneswar
Tuesday, July 7, 2026
Homeଓଡିଶାନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ମନ୍ତ୍ରୀ

ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ୬ ଶହ କୋଟି ଟଙ୍କା ଖର୍ଚ୍ଚରେ ୧୦ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ । ଏସଆରସି କାର୍ଯ୍ୟାଳୟ, ଏନଡିଆରଏଫ, ଅଗ୍ନିସେବା, ଓଡ୍ରାଫ ଭଳି ସବୁ ବିଭାଗ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking