32.2 C
Bhubaneswar
Monday, June 29, 2026
Homeଓଡିଶାଦେବସ୍ନାନ ପୂର୍ଣ୍ଣିମାରେ ଚଳଚଞ୍ଚଳ ପଦ୍ମବନ ପୀଠ

ଦେବସ୍ନାନ ପୂର୍ଣ୍ଣିମାରେ ଚଳଚଞ୍ଚଳ ପଦ୍ମବନ ପୀଠ

କଟକ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସରେ ଚଳଚଞ୍ଚଳ କଟକ ନିଶ୍ଚିନ୍ତକୋଇଲି ସ୍ଥିତ ପଦ୍ମବନ ପୀଠ । ଲୋକକଥା ରହିଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଅନ୍ତିମ ଇଚ୍ଛାକୁ ପୂରଣ କରିବା ପାଇଁ ବର୍ଷକୁ ଥରେ ମହାପ୍ରଭୁ କାଳିଆ ସାଆନ୍ତ ଶ୍ରୀକ୍ଷେତ୍ର ଛାଡ଼ି ପଦ୍ମବନରେ ବିରାଜମାନ କରିଥାନ୍ତି । ଆଉ ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା ପରେ ପହଞ୍ଚିଥାନ୍ତି ନେମାଳ ପଦ୍ମବନ ପୀଠରେ । ପଦ୍ମବନ ପାଲଟି ଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର । ତେଣୁ ଆଜିର ଦିନରେ ମହାପୁରୁଷଙ୍କୁ ଦର୍ଶନ କରିବା ଯାହା ସାକ୍ଷାତ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ସମାନ ବୋଲି ବିଶ୍ବାସ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking