34.4 C
Bhubaneswar
Thursday, June 25, 2026
Homeଓଡିଶାସୁଜାତାଙ୍କ ମିଶ୍ରଣ ପ୍ରଭାବ ପକାଇବନି: ଐଶ୍ୱର୍ଯ୍ୟା

ସୁଜାତାଙ୍କ ମିଶ୍ରଣ ପ୍ରଭାବ ପକାଇବନି: ଐଶ୍ୱର୍ଯ୍ୟା

ଭୁବନେଶ୍ୱର: ସୁଜାତା ବିଜେଡିରେ ମିଶିବାର କୌଣସି ପ୍ରଭାବ ପଡିବନି କହିଲା ବିଜେପି । ଏହାର ପ୍ରଭାବ ପଡିବନି କହିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ । ଯେଉଁ ମହିଳା ଭୋଟ ବ୍ୟାଙ୍କ କଥା କୁହାଯାଉଛି, ତାହା ବିଜେଡି ସହ ନାହିଁ । ମହିଳାମାନେ ତାଙ୍କ ସହ ନଥିବାରୁ ୨୦୨୪ ନିର୍ବାଚନ ହାରିଲେ । ନବୀନ ଆସନ୍ତା ନିର୍ବାଚନରେ ନେତୃତ୍ୱ ନେବା କହିବାକୁ ମଧ୍ୟ କାଉଣ୍ଟର କଲେ । ଏନେଇ କେହି କିଛି ପଚାରି ନଥିଲା ବେଳେ ସେ କାହିଁକି କହିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking