33.5 C
Bhubaneswar
Tuesday, June 23, 2026
Homeଓଡିଶାଫାଇଲ ଗାଏବ: ଜିଏ ବିଭାଗରେ ପୋଲିସ

ଫାଇଲ ଗାଏବ: ଜିଏ ବିଭାଗରେ ପୋଲିସ

ଭୁବନେଶ୍ୱର: ସାଧାରଣ ପ୍ରଶାସନ ବିଭାଗରେ କ୍ୟାପିଟାଲ ଥାନା ପୁଲିସ । ଫାଇଲ ହଜିବା ଘଟଣାରେ ତନାଘନା ପାଇଁ ସାଧାରଣ ପ୍ରଶାସନ ବିଭାଗରେ ପହଞ୍ଚିଛି କ୍ୟାପିଟାଲ ଥାନା ପୁଲିସ । କିଛି ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରୁଛନ୍ତି ଥାନା ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଫାଇଲ ହଜିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ତଦନ୍ତ ସମ୍ପର୍କିତ ତଦନ୍ତ କମିଶନ ଫାଇଲ ହଜିଛି । ଅଭିଯୋଗ ଆଧାରରେ ତଦନ୍ତ କରୁଛି ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ । ପୂର୍ବରୁ ଗୃହ ବିଭାଗରେ ପହଞ୍ଚି ବି ତଦନ୍ତ କରିଥିଲା କ୍ୟାପିଟାଲ ଥାନା ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking