35.5 C
Bhubaneswar
Monday, June 22, 2026
Homeଓଡିଶାଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି

ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି

ଭୁବନେଶ୍ୱର: ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଆଇନଜୀବୀ ଉପକୃତ ହେବେ । ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ପରିବାରକୁ ମିଳିବ ସହାୟତା ୫ ବର୍ଷ ବା କମ କାର୍ଯ୍ୟରତ ଆଇନଜୀବୀଙ୍କ ଦେହାନ୍ତରେ ୧ ଲକ୍ଷ ୫ ହଜାର ମିଳିବ । ଏହା ପରେ ପ୍ରତ୍ୟେକ ଅଧିକ ବର୍ଷର ଅଭିଜ୍ଞତା ପାଇଁ ସହାୟତା ରାଶି ବୃଦ୍ଧି ପାଇବ । ୩୦ ବର୍ଷ କାର୍ଯ୍ୟ କରିଥିଲେ ଅବସର ଓ ଦେହାନ୍ତ ପାଇଁ ୬ ଲକ୍ଷ ୩୦ ହଜାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking