32.8 C
Bhubaneswar
Wednesday, June 17, 2026
Homeଓଡିଶାସିଏମଓକୁ ଗଲା ଭୁଲ ପୁସ୍ତକ

ସିଏମଓକୁ ଗଲା ଭୁଲ ପୁସ୍ତକ

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ତ୍ରୁଟି । ସିଏମଓକୁ ଗଲା ଭୁଲ ପୁସ୍ତକ । ଏହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ଗଣଶିକ୍ଷା ସଚିବ, ଓସେପା ନିର୍ଦ୍ଦେଶକ, ଏସସିଇଆରଟି ନିର୍ଦ୍ଦେଶକ, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ସୂଚନା ଥାଉକି, ଅଷ୍ଟମ ଶ୍ରେଣୀ ପୁସ୍ତକରେ ୧୬୭୮ଟି   ତ୍ରୁଟି ରହିଛି । ଯେଉଁ ତ୍ରୁଟିକୁ କିପରି ଭାବେ ସଂଶୋଧନ କରାଯିବ ତାହାର ତଦନ୍ତ ଚାଲିଛିା ଅନ୍ୟପଟେ କାଲିଠୁ ସ୍କୁଲ ଖୋଲିବାକୁ ଯାଉଛି । ଯଦି ଏପରି ଭୁଲ ରହିବ ପୁସ୍ତକରେ ତାହାଲେ ଛାତ୍ର ଛାତ୍ରୀ ପଢିବେ କିପରି । କାହିଁକି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି ତାହା ଏବେ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking