36.7 C
Bhubaneswar
Wednesday, June 17, 2026
Homeଓଡିଶାଶୀତଳ ଷଷ୍ଠୀ: ୨୦ରେ ସମ୍ବଲପୁରରେ ସରକାରୀ ଛୁଟି

ଶୀତଳ ଷଷ୍ଠୀ: ୨୦ରେ ସମ୍ବଲପୁରରେ ସରକାରୀ ଛୁଟି

ସମ୍ବଲପୁର: ଆସନ୍ତା ୨୦ରେ ସମ୍ବଲପୁରରେ ସରକାରୀ ଛୁଟି । ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଇଁ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି । ଏହା ସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଛୁଟି କରାଯାଇଛି । ଉତ୍ତରାଞ୍ଚଳ ଆରଡିସିଙ୍କ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଛୁଟି ଘୋଷଣା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking