31 C
Bhubaneswar
Saturday, June 6, 2026
Homeଓଡିଶାଭୁବନେଶ୍ବରରେ ଘଡ଼ଘଡ଼ି ସହ ବର୍ଷା: ଜନଜୀବନ ପ୍ରଭାବିତ

ଭୁବନେଶ୍ବରରେ ଘଡ଼ଘଡ଼ି ସହ ବର୍ଷା: ଜନଜୀବନ ପ୍ରଭାବିତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ହଠାତ୍ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ଓ ଘଡ଼ଘଡ଼ି ଆରମ୍ଭ ହୋଇଥିଲା। କିଛି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଥିଲା। ଏହା ଫଳରେ ସହରର ବିଭିନ୍ନ ଅଞ୍ଚଳରେ ଜନଜୀବନ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା।ଆଜିର ଏହି କାଳବୈଶାଖୀ ନେଇ ମୌସୁମୀ ବାୟୁ ଠାରୁ ଅଧିକ ଆଶା କରାଯାଉଛି। ଆଗାମୀ ୬ରୁ ୮ଦିନ ଭିତରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିପାରେ। ଅଦିନିଆ ବର୍ଷା ମୌସୁମୀ ବାୟୁକୁ ଆଗକୁ ବଢ଼ାଇପାରେ।କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ବଡ଼ବଡ଼ ଗଛର ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ଏଥିଯୋଗୁଁ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହେବାରୁ କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking