30.4 C
Bhubaneswar
Sunday, June 7, 2026
Homeଓଡିଶାବଢିପାରେ ଖରାଛୁଟି ଅବଧି

ବଢିପାରେ ଖରାଛୁଟି ଅବଧି

ଭୁବନେଶ୍ୱର: ବଢିପାରେ ଖରାଛୁଟି ଅବଧି । ଖରା ଛୁଟିର ଅବଧି ବଢିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଜୁନ ୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା । ରାଜ୍ୟରେ ବଢି ଚାଲିଛି ତାତି । ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଯଦି ପାଗର କିଛି ପରିବର୍ତ୍ତନ ହୁଏ, ରଜ ପରେ ତେବେ ପୂର୍ବ ସୂଚନା ଅନୁଯାୟୀ ସ୍କୁଲ ଖୋଲିପାରେ ନଚେଟ ବିଶେଷଜ୍ଞଙ୍କ ଦ୍ୱାରା ଆଲୋଚନା କରାଯାଇ ସୂଚନା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking