39.6 C
Bhubaneswar
Wednesday, June 3, 2026
Homeଦେଶ ବିଦେଶଆସୁଛି ‘ସୁପର-ଏଲନିନୋ’

ଆସୁଛି ‘ସୁପର-ଏଲନିନୋ’

ନୂଆଦିଲ୍ଲୀ : ଆସୁଛି ‘ସୁପର-ଏଲନିନୋ’। ସାରା ବିଶ୍ବରେ କିଛି ମାସରେ ଭୟଙ୍କର ପ୍ରାକୃତିକ ବିପଦ ଦେଖାଦେଇପାରେ। ଏନେଇ ବିଶ୍ବକୁ ସତର୍କ କରାଇଛି ବିଶ୍ବ ପାଣିପାଗ ସଂସ୍ଥାନ। ସାରା ଦୁନିଆରେ ଆଗାମୀ କିଛି ଦିନ ଭିତରେ ସୁପର ଏଲନିନୋ ପ୍ରଭାବ ଦେଖାଦେଇପାରେ।୧୮୭୭ରେ ଆସିଥିବା ବିନାଶକାରୀ ଏଲନିନୋ ଭଳି ଏହା ପ୍ରଭାବିତ କରିପାରେ। ବିଶ୍ବର ଏକାଧିକ ବଡ଼ ଅଂଶରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହାଦ୍ବାରା ଭାରତ ବି ଅନେକ ପରିମାଣରେ ପ୍ରଭାବିତ ହୋଇପାରେ। ଏହା ପ୍ରଭାବରେ ଆଗାମୀ ସପ୍ତାହ ଭାରତ ଉପରେ ବି ଏହାର ପ୍ରଭାବ ପଡ଼ିପାରେ। ବିଶ୍ବର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ, ବନ୍ୟା ଏବଂ ମରୁଡ଼ି ଆସିପାରେ, ତେଣୁ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ ତାକୁ ନେଇ ଆକଳନ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking