33.1 C
Bhubaneswar
Tuesday, June 2, 2026
Homeଦେଶ ବିଦେଶବଦଳିଲେ ସିବିଏସଇ ଅଧ୍ୟକ୍ଷ,ସଚିବ

ବଦଳିଲେ ସିବିଏସଇ ଅଧ୍ୟକ୍ଷ,ସଚିବ

ନୂଆଦିଲ୍ଲୀ : କେନ୍ଦ୍ରର ମୋଦି ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସହ ଜଡିତ ସମସ୍ୟା ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। CBSE ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବଦଳି କରାଯାଇଛି। CBSE ର “ଅନ୍-ସ୍କ୍ରିନ୍ ମାର୍କିଂ” (OSM) ସିଷ୍ଟମରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି। CBSE ଅନ-ସ୍କ୍ରିନ୍ ମାର୍କିଂ ପ୍ରକ୍ରିୟାରେ ଅନିୟମିତତାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ମଧ୍ୟ ଗଠନ କରିଛି। ଏହି କମିଟି ସମଗ୍ର ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking