35.1 C
Bhubaneswar
Tuesday, June 2, 2026
Homeଓଡିଶାଆସୁଛି କାଳବୈଶାଖୀ: ଆଜି ଏହି ୨ ଜିଲାକୁ ସତର୍କ ଜାରି !

ଆସୁଛି କାଳବୈଶାଖୀ: ଆଜି ଏହି ୨ ଜିଲାକୁ ସତର୍କ ଜାରି !

ଭୁବନେଶ୍ୱର: ଦିନରେ ତାତି। ଅପରାହ୍ନରେ ମାଡିଆସୁଛି କାଳବୈଶାଖୀ । ତେବେ ରାଜ୍ୟରେ ଆଉ ଦୁଇ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା। ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଦୁଇ ଜିଲାରେ ପ୍ରବଳ ବର୍ଷା ସହ ଝଡ଼ ପବନର ସମ୍ଭାବନା ରହିଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରଭାବ ରହିବ। ଦୁଇ ଦିନ ପରେ ପାଗ ବଦଳିବ। ଆଗାମୀ ୪ ଦିନରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ସୂଚନା ମିଳିଛି। ସେପଟେ ପଶ୍ଚିମ ଓଡ଼ିଶାର ଅନେକ ଜିଲାକୁ ହିଟ୍‌େଓ୍‌ବଭ୍‌ ଆଲର୍ଟ ଜାରି କରାଯାଇଛି। ଜିଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ବରଗଡ, ସୋନପୁର, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୂଆପଡା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking