କଣାସ: କଣାସ ବ୍ଲକରେ ଆମ ଵସ୍ ଓ ଲଷ୍ମୀ ଵସ୍ ସେବା ଠପ । ଡ୍ରାଇଭର ଦରମା ସଠିକ୍ ଭାବରେ ମିଳୁନଥିବା ଓ ଅନିଚ୍ଛାସତ୍ତ୍ବେ ଡ୍ରାଇଭରଙ୍କୁ ଅଧିକ ଡିଉଟିରେ କାମ କରିବାକୁ ବାଧ୍ୟତା କରାଇବା ଅଭିଯୋଗ ଆଣୁଛନ୍ତି ଡ୍ରାଇଭର । ସମୁଦାୟ ୮ ଟି ଵସ ଏବେ କଣାସ ବ୍ଲକ ସାମ୍ନାରେ ପଡ଼ି ରହିଛି । ଏପଟେ ଡ୍ରାଇଭରଙ୍କ ନାମରେ ଆମ ଵସ ଚାଳକଙ୍କ ନାମରେ କଣାସ ଥାନାରେ ଅଭିଯୋଗ ଦେଲେ ଆମ ଵସ କଣାସ ବ୍ଲକ ଏଜେନ୍ସି । ଏପଟେ ନିଜ ଜିଦରେ ଅଟଳ ଡ୍ରାଇଭର ।ସମାଧାନ ନ ହେଲେ ଗଡ଼ିବ ନାହିଁ ଵସ୍ ।










