24.1 C
Bhubaneswar
Friday, May 29, 2026
Homeଓଡିଶାଥାନାରେ ଥାର୍ଡ ଡିଗ୍ରୀ: ବାରଙ୍ଗରେ ରାସ୍ତାରୋକ

ଥାନାରେ ଥାର୍ଡ ଡିଗ୍ରୀ: ବାରଙ୍ଗରେ ରାସ୍ତାରୋକ

କଟକ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପ୍ରବଳ ଉତ୍ତେଜନା । ମାଡ ମରାଯାଇଥିବା ରାକେଶଙ୍କ ବାବଦରେ ତଥ୍ୟ ନ ମିଳିବାରୁ ଉତ୍ତେଜନା ଦେଖାଦେଇଛି । ଏହାକୁ ନେଇ ତାତିଲେ ଚଣ୍ଡୀପ୍ରସାଦ ଗ୍ରାମବାସୀ । କଟକ- ଭୁବନେଶ୍ୱରର ରାସ୍ତା ଅବରୋଧ ହୋଇଛି । ମାଡ ମରାଯାଇଥିବା ରାକେଶଙ୍କ ବାବଦରେ ପୋଲିସ ତଥ୍ୟ ଦେଉନଥିବା ଅଭିଯୋଗ ହୋଇଛି । ରାକେଶ କେଉଁଠି ଓ କିଭଳି ସ୍ଥିତିରେ ଅଛନ୍ତି ପୋଲିସ ଜଣାଉନଥିବାରୁ ତାତିଲେ ଗ୍ରାମବାସୀ । ଏପଟେ ରାସ୍ତାରେ ଅଟକିଛି ଗାଡି, ମୋଟର । ରାସ୍ତା ଅବରୋଧ ହଟାଇବାକୁ ନେଇ ପୋଲିସ ବୁଝାସୁଝା କରିଛି । ଫଳରେ ସ୍ଥିତି ଟିକେ ସ୍ୱାଭାବିକ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking