30.1 C
Bhubaneswar
Thursday, May 21, 2026
Homeଓଡିଶାବାଲେଶ୍ୱର ଜବରଦଖଲ ଉଚ୍ଛେଦ

ବାଲେଶ୍ୱର ଜବରଦଖଲ ଉଚ୍ଛେଦ

ବାଲେଶ୍ଵର: ବାଲେଶ୍ଵର ଫାଣ୍ଡି ଛକ ରେ ରେ ଚାଳିଛି ଜବର୍ ଦଖଲ ଉଚ୍ଛେଦ ପ୍ରକ୍ରିୟା। ଆନନ୍ଦ ବଜାର ଠାରୁ ହରିପୁର ପର୍ଯ୍ୟନ୍ତ ଗୋଟେ ପଟେ ଉଚ୍ଛେଦ କରାଯାଉଛି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧୦ ପ୍ଲାଟୁନ୍ ରୁ ଉର୍ଦ୍ଧ୍ବ ପୁଲିସ ମୁତୟନ କରଯାଇଛି। ସରକାରୀ ଜାଗା ରେ ବର୍ଷ ବର୍ଷ ଧରି ରହିଥିବା ଲୋକଙ୍କୁ ପୂର୍ବରୁ ଜାଗା ଖାଲି କରିବାକୁ ବାରମ୍ଵାର ନୋଟିସ ଦେଇଥିଲା ପ୍ରଶାସନ। ତେବେ ଲୋକଙ୍କ ଅଭିଯୋଗ ମୁତାବକ ୨୨ ତାରିଖରେ ଉଚ୍ଛେଦ କରିବେ ବୋଲି ପ୍ରସାଶନ ସୂଚନା ଦେଇଥିବା ବେଳେ ଆଜି ଭାଙ୍ଗି ଦେଇଥିବାରୁ ଅସହାୟ ହୋପଡିଛନ୍ତି ସେମାନେ। ଵିଶେଷ କରି ଖରା ଗରମ୍ ଗୁଲଗୁଲି ରେ ସେମାନେ କୁଆଡେ ଯିବେ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking