35.1 C
Bhubaneswar
Saturday, May 16, 2026
Homeଓଡିଶାଏଲଆଇସି ଅଫିସରେ ଅଗ୍ନିକାଣ୍ଡ

ଏଲଆଇସି ଅଫିସରେ ଅଗ୍ନିକାଣ୍ଡ

କଟକ: କଟକ ମାଛୁଆ ବଜାର ଏଲଆଇସି ଅଫିସରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ । କିଛି କହୁଛନ୍ତି ଯେ, ସିଲିଂ ଫ୍ୟାନରୁ ନିଆଁ ଲାଗିଛି । ସିଲିଂ ଫ୍ୟାନରୁ ନିଆଁ ଅଫିସର କାଗଜପତ୍ରରେ ପଡି ସାରା ଅଫିସରେ ନିଆଁ ଲାଗିଯାଇଥିଲା । ତେବେ ଠିକଣା ସମୟରେ କର୍ମଚାରୀମାନେ ଅଗ୍ନିଶମବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ତଳ ମହଲାରେ ଥିବା ରେକର୍ଡ ପତ୍ର ସହ କିଛି କମ୍ପ୍ୟୁଟର ଓ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking