35.1 C
Bhubaneswar
Saturday, May 16, 2026
Homeଓଡିଶାଟାପୁରେ ଫସିଲେ ମତ୍ସ୍ୟଜୀବୀ

ଟାପୁରେ ଫସିଲେ ମତ୍ସ୍ୟଜୀବୀ

ପୁରୀ: ଟାପୁରେ ଫସିଲେ ମତ୍ସ୍ୟଜୀବୀ । କଣାସ ଅଞ୍ଚଳର ଅନେକ ଡଙ୍ଗା ସହିତ ମତ୍ସ୍ୟଜୀବୀ ଡିଜେଲ ଅଭାବରୁ ଚିଲିକା ମଝିରେ ଫସିଛନ୍ତି । ଚିଲିକା ମଝିରେ ଫସିଛନ୍ତି । ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ଆଶ୍ରୟ ନେଇଛନ୍ତି ମତ୍ସ୍ୟଜୀବୀ । ସୂଚନା ଅନୁଯାୟୀ, କଣାସ ଜଗୁଆଳି ପଦର ଠାରୁ ୮କିମି ଦୂରରେ ଥିବା ଦୟା ନଦୀ ମୁହାଁଣରେ ବି ଏକାଧିକ ଡଙ୍ଗା ତେଲ ଅଭାବରୁ ନଦୀ କୂଳରେ ଲାଗି ରହିଛି । ଏପଟେ ଚିଲିକା ଭିତରେ କଣାସ ଅଞ୍ଚଳରୁ ପ୍ରାୟ ୪୦ ଟି ଡଙ୍ଗା ଓ ସେଥିରେ କାମ କରୁଥିବା ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଏବେ ଚିନ୍ତାରେ । ତେଲ ଶେଷ ହୋଇଯାଇଥିବା ଚିଲିକା ମଝିରୁ ଆସି ପାରୁନଥିବା ନେଇ ଫୋନ ଯୋଗେ ସୂଚନା ଦେଇଛନ୍ତି ମତ୍ସ୍ୟଜୀବୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking