32.1 C
Bhubaneswar
Sunday, May 10, 2026
Homeଓଡିଶାବାଲିଅନ୍ତା ହତ୍ୟା: କ୍ରାଇମବ୍ରାଞ୍ଚର ମାମଲା ରୁଜୁ

ବାଲିଅନ୍ତା ହତ୍ୟା: କ୍ରାଇମବ୍ରାଞ୍ଚର ମାମଲା ରୁଜୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲା ରେ ଆଜିଠୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ ବାଲିଅନ୍ତା ହତ୍ୟାକାଣ୍ଡରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ର ଡିଏସପି ରତ୍ନପ୍ରବା ଶତପଥୀ । ତଦାରଖ କରିବେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ । ବାଲିଅନ୍ତା ଥାନାରୁ କେସ ସମ୍ପର୍କିତ ସମସ୍ତ କାଗଜ ପତ୍ର ନେବା ପରେ ଘଟଣାସ୍ଥଳରୁ ହିଁ ତଦନ୍ତ କରାଯିବ । ମାମଲାର କ୍ରାମବ୍ରାଞ୍ଚ ତଦନ୍ତ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ଟିମ ଗଠନ କରାଯାଇଛି । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କର ନେତୃତ୍ୱରେ ଜଣେ ଇନ୍ସପେକ୍ଟର ଜଣେ ଏସଆଇ ଏବଂ ଦୁଇ ଜଣ କନଷ୍ଟେବଳ ଏହି ଟିମରେ ରହିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking