35.1 C
Bhubaneswar
Saturday, May 9, 2026
Homeଓଡିଶାବସ୍- ଟ୍ରକ୍ ମୁହାଁମୁହିଁ: ଟ୍ରକ୍ ଚାଳକଙ୍କ ମୃତ୍ୟୁ

ବସ୍- ଟ୍ରକ୍ ମୁହାଁମୁହିଁ: ଟ୍ରକ୍ ଚାଳକଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା-ଖଲ୍ଲିକୋଟ ରାସ୍ତା ବାଲି ଢାବା ନିକଟରେ ଆଜି ସକାଳ ୬ଟାରେ ବସ୍ (ଦୁର୍ଗାମାଧବ) ଓ ଟ୍ରକ୍ ମୁହାଁମୁହିଁ ହୋଇଛି। ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ଓ ୨ରୁ ଅଧିକ ଗୁରୁତର ହୋଇଛନ୍ତି। ବସଟି ପୋଲସରାରୁ ପୁରୀ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ମୃତ ଦେହ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking