32.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶ୧୧ରେ ଆସାମରେ ନୂଆ ସରକାର!

୧୧ରେ ଆସାମରେ ନୂଆ ସରକାର!

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏନେଇ ସୂଚନା ଦେଲେ କାମଚଳା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପ୍ରଧାନମନ୍ତ୍ରୀ ଶପଥ ଉତ୍ସବକୁ ଆସିବାକୁ ଥିବାରୁ ୧୧ ଯାଏଁ ଅପେକ୍ଷା କରିବାକୁ କୁହାଯାଇଛି । ସୂଚାନଥାଉ କି ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାଜଭବନରେ ପହଞ୍ଚି ଲକ୍ଷ୍‌ମଣ ଆଚାର୍ଯ୍ୟଙ୍କୁ ଭେଟି ଇସ୍ତଫା ପ୍ରଦାନ କଲେ । ରାଜ୍ୟରେ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି ବିଜେପି । ଯଦ୍ୱାରା ନୂତନ ସରକାର ଗଠନ ପାଇଁ ପଥ ପ୍ରଶସ୍ତ ହୋଇଛି । ୧୨୬ ଆସନ ମଧ୍ୟରୁ ୧୦୨ ଆସନରେ ବିଜୟୀ ହୋଇଛି ଏନଡିଏ ମେଣ୍ଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking