30.1 C
Bhubaneswar
Tuesday, May 5, 2026
Homeଓଡିଶାଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜିଠୁ ତିନିଦିନିଆ ଗୁଜୁରାଟ ଗସ୍ତରେ ଯିବେ । ସେଠାରେ ସେ ଚାରୋଟି ସହର ପରିଦର୍ଶନ କରିବେ ଓ ଓଡିଶା ନିବେଶକ ସମ୍ମିଳନୀରେ ଭାଗ ନେବେ । ବୟନ, ରସାୟନ ଓ ପେଟ୍ରୋକେମିକାଲସ, ଧାତବ ଓ ଆନୁଷଙ୍ଗିକ ଶିଳ୍ପ, ମେଡିକାଲ ଡିଭାଇସ, ବୟନ ଓ ଫାର୍ମାସ୍ୟୁଟିକାଲ କ୍ଷେତ୍ର ପାଇଁ ପୁଞ୍ଜିନିବେଶ ହାସଲ କରିବାକୁ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଉଦ୍ୟମ କରିବେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜନେସ ଲିଡରମାନଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା କରିବା କାର୍ଯ୍ୟକ୍ରମ ରହିବ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ବୁଝାମଣାପତ୍ର ସ୍ୱାକ୍ଷର ହେବା। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜୁରାଟ ଯିବେ । ମେ ୭ ତାରିଖରେ ଓଡିଶାର ପ୍ରତିନିଧି ମଣ୍ଡଳୀ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରି ଲଜିଷ୍ଟିକ ଓ ବନ୍ଦର ଭିତ୍ତିକ ଶିଳ୍ପରେ ରହିଥିବା ସୁଯୋଗ ଜାଣିବାକୁ ପ୍ରୟାସ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking