27.1 C
Bhubaneswar
Monday, September 14, 2026
Homeଓଡିଶାରାଜଧାନୀରେ ପୁଣି ଏକ ଜୀବନ ନେଲା ଆମ-ବସ

ରାଜଧାନୀରେ ପୁଣି ଏକ ଜୀବନ ନେଲା ଆମ-ବସ

ଭୁବନେଶ୍ୱର : ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ। ୧୬ ନମ୍ବର ଜାତୀୟ ରାଜପଥରେ ଆମ ବସ ଚଢ଼ିଯିବାରୁ ବାଇକ ଚାଲାକ ମୃତ। ୧୬ ନମ୍ବର ଜାତୀୟ ରାଜପଥ ରସୁଲଗଡ଼-ସତସଙ୍ଗ ବିହାର ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜଣେ ବାଇକ ଚାଳକଙ୍କୁ ପଛ ପଟୁ ଧକ୍କା ଦେଇ ପରେ ତାଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଆମ ବସ୍। ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking