28.9 C
Bhubaneswar
Sunday, June 21, 2026
Homeଓଡିଶାମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲା ; ଡିଇଓ, ବିଇଓ ଗିରଫ

ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲା ; ଡିଇଓ, ବିଇଓ ଗିରଫ

ବରଗଡ଼ : ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲାରେ ଗୁରୁବାର ଏକ ବଡ ଘଟଣା ସାମ୍ନାକୁ ଆସିଛି। ଡିଇଓ, ବିଇଓଙ୍କ ସହ ପିଇଟିଙ୍କୁ ଗିରଫ କଲା ପୁଲିସ। ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯାତନା ଦେଇଥିବା ନେଇ ହୋଇଥିଲା ଅଭିଯୋଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking