31.4 C
Bhubaneswar
Sunday, June 21, 2026
Homeଓଡିଶାମଣିପୁରରେ ହିଂସା: ୨ ଶିଶୁଙ୍କ ସମେତ ମୋଟ୍ ୫ ଜଣଙ୍କ ମୃତ୍ୟୁ

ମଣିପୁରରେ ହିଂସା: ୨ ଶିଶୁଙ୍କ ସମେତ ମୋଟ୍ ୫ ଜଣଙ୍କ ମୃତ୍ୟୁ

ମଣିପୁର: ମଣିପୁରରେ ଜାରି ରହିଛି ଆନ୍ଦୋଳନ। ଏପ୍ରିଲ ୭ ତାରିଖରେ ରକେଟ୍ ଆକ୍ରମଣରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ପ୍ରତିବାଦ ସମୟରେ ଆଉ ତିନିଜଣ ପ୍ରାଣ ହରାଇଥିଲେ। ସେବେଠାରୁ ଜାରି ରହିଛି ପ୍ରତିବାଦ । ଉତ୍ତେଜନା ଓ ଅଶାନ୍ତି ଯୋଗୁ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇଯାଇଛି। ମୀରା ପାଇବି ଗୋଷ୍ଠୀର ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ହଜାର ହଜାର ମହିଳା ଶାନ୍ତି ଓ ସଦ୍ଭାବନା ପାଇଁ ମହିଳା କରୁଛନ୍ତି। ସେମାନଙ୍କ ଦ୍ବାରା ଦିନବେଳା ରାସ୍ତା ଅବରୋଧ ସହ ଧାରଣା ଦିଆଯାଉଛି। ରାତିରେ ମହିଳାମାନେ ମଶାଲ ଶୋଭାଯାତ୍ରା ସହିତ ସୁରକ୍ଷା ପାଇଁ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି। ଜଣେ ଆନ୍ଦୋଳନକାରୀ ମହିଳା କହିଛନ୍ତି, ଘର ଚଳାଇବା, ପ୍ରତିବାଦରେ ଅଂଶଗ୍ରହଣ କରିବା ଏବଂ ଜୀବିକା ନିର୍ବାହ ବିଷୟରେ ଚିନ୍ତା କରିବା ଚ୍ୟାଲେଞ୍ଜଜନକ। ଏହା ସତ୍ତ୍ୱେ, ଏହା ମୋର ନୈତିକ ଦାୟିତ୍ୱ ଏବଂ ମୁଁ ସବୁକିଛିରେ ସନ୍ତୁଳନ ରକ୍ଷା କରି କାମ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking