34.1 C
Bhubaneswar
Friday, April 24, 2026
Homeଦେଶ ବିଦେଶପଞ୍ଜାବବାସୀଙ୍କୁ ଧୋକା ଦେଇଛନ୍ତି: ଆପ

ପଞ୍ଜାବବାସୀଙ୍କୁ ଧୋକା ଦେଇଛନ୍ତି: ଆପ

ନୂଆଦିଲ୍ଲୀ: ପଞ୍ଜାବବାସୀ ଆଗାମୀ ଦିନରେ ସେମାନଙ୍କୁ କ୍ଷମା କରିବେ ନାହିଁ । ପଞ୍ଜାବରେ ଆପ ସରକାର ବେଶ ଭଲ କାମ କରୁଛନ୍ତି । ଅପରେସନ ଲୋଟସ ଜରିଆରେ ବିଜେପି ଖେଳ ଖେଳିଲା ଡରାଇ, ଧମକାଇ ବିଜେପି ସେମାନଙ୍କୁ ସମିଲ କରିଛି । ଆପକୁ ଶକ୍ତ ଝଟକା ।ପଞ୍ଜାବର ୩ ଆମ ଆଦମୀ ପାର୍ଟି ସାସଂଦ ଦଳ ଛାଡିଛନ୍ତି । ଆପ ଛାଡିଲେ ରାଘବ ଚଢା । ଆପରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ସାଂସଦ ରାଘବ ଚଢା । ସନ୍ଦୀପ ପାଠକ, ଅଶୋକ ମିତ୍ତଲ ମଧ୍ୟ ଆପ ଛାଡି ବିଜେପିରେ ମିଶିଛନ୍ତି । ରାଘବ ଚଢା ଯିଏ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ମତ ରଖୁଥିଲେ । ସାଧାରଣ ଲୋକଙ୍କ ପ୍ରଶ୍ନ ଗୃହରେ ଉଠାଉଥିଲେ । ସମାଧାନ ପାଇଁ ସରକାରଙ୍କ ସହ ଲଢୁଥିଲେ । ଏପରି ବେଶ ଲୋକପ୍ରିୟତା ସାଉଁଟୁ ଥିଲେ ରାଘବ । ପୂର୍ବରୁ ରାଘବଙ୍କୁ ଆପ ଡେପୁଟି ପଦରୁ ବହିଷ୍କାର କରିଦେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking