27.4 C
Bhubaneswar
Thursday, April 23, 2026
Homeଓଡିଶାରେଳ ଧାରଣା ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣା ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା–ବଲାଙ୍ଗୀରରେଳପଥର ନୂଆଗାଁ ରେଲୱେ ଷ୍ଟେସନ ପୂର୍ବରୁ କୋରଡ଼ା ପଞ୍ଚାୟତ ଆଛୁପଡ଼ା ନିକଟରେ ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକମାନେ ପ୍ରଥମେ ରେଳ ଧାରଣା ପାଖରେ ମୃତଦେହଟିକୁ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।ପ୍ରାରମ୍ଭିକ ତଦନ୍ତରୁ ମନେ କରାଯାଉଛି ଯେ, ଟ୍ରେନରୁ ଖସିପଡ଼ି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ, ଏହା ସ୍ପଷ୍ଟ ହୋଇନାହିଁ। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking