27.7 C
Bhubaneswar
Tuesday, April 7, 2026
Homeଓଡିଶାନବୀନ ବୁଲିଲେ ଅଭିଜ୍ଞତା ପାଇବେ: ମନମୋହନ

ନବୀନ ବୁଲିଲେ ଅଭିଜ୍ଞତା ପାଇବେ: ମନମୋହନ

ଭୁବନେଶ୍ୱର: ନବୀନଙ୍କ ଜିଲ୍ଲା ଗସ୍ତ ନିଷ୍ପତ୍ତି ପରୋକ୍ଷ ନିଶାନା କଲେ ମନମୋହନ ସାମଲ । ନବୀନ ବାବୁ ୨୪ ବର୍ଷ ଶାସନ କରିଛନ୍ତି, ସାରା ରାଜ୍ୟ ବୁଲି ପାରି ନାହାନ୍ତି । ବିରୋଧୀଦଳ ନେତା ଭାବେ ଏବେ ରାଜ୍ୟ ବୁଲିଲେ କିଛି ଜ୍ଞାନ ଆହରଣ କରିବେ । ୨୪ ବର୍ଷର ତାଙ୍କ ଶାସନରେ ରାଜ୍ୟବାସୀ କିପରି ଅଛନ୍ତି ଜାଣି ପାରିବେ । ବିରୋଧୀ ଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ପାଇଁ ଭଲ କହିଛନ୍ତି ମନମୋହନ । ଆଉ କିଛି ନେତା ବିଜେପିକୁ ଆସିବା ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି, ଆମ ଦ୍ୱାର ଉନ୍ମକ୍ତ ଅଛି, ଯେଉଁମାନଙ୍କୁ ଉଚିତ ଭାବିବୁ ସେମାନଙ୍କୁ ନେବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking