30.1 C
Bhubaneswar
Saturday, May 23, 2026
Homeଓଡିଶାମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

ଭୁବନେଶ୍ୱରମନଇଚ୍ଛା ବଦଳି ଉପରେ ଲାଗିବ ରୋକ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ସବୁ ବିଭାଗ ଓ ଜିଲାପାଳଙ୍କୁ କଡ଼ା ଚିଠି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ହେବ ବଦଳି ପ୍ରକିୟା । ସଚିବାଳୟ ଓ କୌଣସି ନିର୍ଦ୍ଦେଶାଳୟରେ ୩ବର୍ଷ ରହିପାରିବେନି ଅଫିସର । ବ୍ଲକ କିମ୍ବା ତହସିଲରେ ୬ବର୍ଷ ରହିପାରିବେନି ଗ୍ରୁପ C ଅଫିସର । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲା ବଦଳି ମନା । କେବଳ ନିୟମ ଆଧାରରେ ବଦଳି କରାଯିବ । ବଦଳି ଅର୍ଡରରେ ରହିବ ରିଲିଭ ଓ ଜଏନିଙ୍ଗ୍ ସମୟ ସୀମା । ଏହି ପ୍ରକିୟାରେ ସ୍ଵଚ୍ଛତା ରଖିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking