ମେଷ : ଆଜି ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ। ନୃତ୍ୟ ସଂଗୀତ ପ୍ରିୟ ହେବ। ଗୁଣଜ୍ଞ ହୋଇପାରନ୍ତି। ଉପଯୁକ୍ତ କର୍ମନିଯୁକ୍ତ ହେବେ। ସରକାରଙ୍କ ତରଫରୁ ଅର୍ଥ ପାଇ ଧନଶାଳୀ ହୋଇପାରନ୍ତି। ସୁଖ ମିଳିବ।
ବୃଷ : ବୁଦ୍ଧିମାନ ହେବେ। ଯାନବାହନ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ରୋଗ ମୁକ୍ତ ହେବେ। ଧନୀ ହେବେ।
ମିଥୁନ : ଚାକିରୀ କ୍ଷେତ୍ରରେ ଭ୍ରମଣ ଯୋଗ ଅଛି। ଧର୍ମ ଧାରଣାରେ ମନନିବେଶ କରିପାରନ୍ତି। ବନ୍ଧୁଙ୍କ ପାଇଁ ସୁଖ ଭୋଗ କରିବେ। ମାନ୍ୟତା ମିଳିପାରେ। ରାଜ ପ୍ରସାଦ ପରି ପ୍ରଦୂଷଣ ମୁକ୍ତ ହେବେ। ଗୃହ ସୁଖ ମିଳିପାରେ।
କର୍କଟ : ପଡ଼ୋଶୀଙ୍କ ସାହାସରେ ଲାଭବାନ ହେବେ। ଆଶାବାଦୀ ହେବେ। ପରୋପକାର ହୋଇପାରନ୍ତି। ଉତ୍ସାହିତ ହୋଇ ନିଜର କର୍ତବ୍ୟ ପାଳନ କରିପାରନ୍ତି। ଧନବାନ ହେବେ। ପରୋପକାର ସ୍ତ୍ରୀ, ପୁତ୍ର ପତି ମୁକ୍ତ ହେବେ।
ସିଂହ : ଆଜି ନୂଆ ବନ୍ଧୁଙ୍କ ପାଇଁ ଖୁସି ହେବେ। ଶ୍ରେଷ୍ଠମାନ୍ୟତା ମିଳିବ। ନୂଆ ମାର୍ଗରେ ମନ ନିବେଶ କରିବେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉତମ ବନ୍ଧୁ ମିଳିବ।
କନ୍ୟା : ସୁଗୁଣ ସପନ୍ନ ହୋଇପାରନ୍ତି। ଧନବାନ୍ ହେବେ। ସର୍ବଦା ଲୁଚିଛପି କାର୍ଯ୍ୟ ନିର୍ବାହ କରିବେ। ଉତମ ପତ୍ନୀଙ୍କ ସାହାଯ୍ୟ ମିଳିବ। ସୁସମ୍ବାଦ ପାଇପାରନ୍ତି। ପୁତ୍ର ସନ୍ତାନ ବ୍ୟତିତ ମଧ୍ୟ ସୁଖ ମିଳିବ। ଉତମ ବଂଶରୁ କନ୍ୟା ଆସିବ।
ତୁଳା : ପରିଶ୍ରମ ହେବ ଓ ତା’ର ମୂଲ୍ୟ ମିଳିବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଧନଶାଳୀର ସୁଯୋଗ ଅଛି।
ବିଛା : ଆଶାବାଦୀ ହେବେ। ଶାନ୍ତି ମିଳିବ। ପୂଣ୍ୟଦେହି ଭାବେ ବିଚଳିତ ହୋଇପାରନ୍ତି। ସୁବର୍ଣ୍ଣ ସଂପଦର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ରାଜସୁଖ ମିଳିବ । ସୁପୁତ୍ର ଲାଭ କରିବେ।
ଧନୁ : ଶତ୍ରୁର ସମ୍ମୁଖିନ ହୋଇପାରନ୍ତି। ମନରେ ପ୍ରସନ୍ନଭାବ ଦେଖାଦେବ। ମିଷ୍ଠାନ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତ ମାନ ହେବ। ସରକାରୀ କିମ୍ବା ବହୂ ସହାୟତାରୁ ଲାଭାବନ୍ ହେବେ। ପ୍ରିୟଭାଷୀ ହେବେ। ଧନବାହନ ମୁକ୍ତ ହେବ।
ମକର : ବିଭିନ୍ନ ସ୍ତରରେ ସମ୍ମାନୀତ ହୋଇପାରନ୍ତି। ଧନପ୍ରିୟ ହେବେ। ବିଳାଶଭୋଗୀ ହେବେ। ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିପାରନ୍ତି। ସର୍ବଦା ସୁଖରେ ରହିବେ। ମିଷ୍ଠଭାଷୀ ହେବେ।
କୁମ୍ଭ : ସତ ମାର୍ଗରେ ଯାଇ ଅନ୍ୟର ଆଦର୍ଶ ହେବେ। ପାଣ୍ଡିତ୍ୟ ପାଠ ବଜାୟ ରଖିବେ। ପ୍ରବାସୀ ହୋଇପାରନ୍ତି। ପିତୃଭୁକ୍ତ ଯୁକ୍ତ ହେବ। ଭାଗ୍ୟବାନ୍ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରିବେ।
ମୀନ : ଦୃତ ମନୋବଳକୁ ପାର୍ଥୟ କରି କାର୍ଯ୍ୟ କରିବେ। ବିଜୟୀ ବ୍ୟକ୍ତି ଭାବେ ଜନସାଧାରଣଙ୍କ ସୁଭେଚ୍ଛା ରହିବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ମହାପ୍ରତାପୀ ହେବେ। ବ୍ରହ୍ମଗୁଜଳ ହେବେ। ମୌନ ପୌରୁଷ ପତିଆର୍ ଅଧିକାର ହେବେ।









