33.1 C
Bhubaneswar
Friday, April 3, 2026
Homeଦେଶ ବିଦେଶତାମିଲନାଡୁ ନିର୍ବାଚନ ପାଇଁ ୨୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ବିଜେପି

ତାମିଲନାଡୁ ନିର୍ବାଚନ ପାଇଁ ୨୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ବିଜେପି

ନୂଆଦିଲ୍ଲୀ: ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଶୁକ୍ରବାର ୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ହେଭିୱେଟ ନାଁ ମଧ୍ୟରେ ତାମିଲିସାଇ ସୌନ୍ଦରାରାଜଙ୍କୁ ମାଇଲାପୋରରୁ ପ୍ରାର୍ଥୀ କରାଯାଇଛି । ବନଥି ଶ୍ରୀନିବାସ କୋଏମ୍ବାଟୁରରୁ ନିର୍ବାଚନ ଲଢିବେ । କେନ୍ଦ୍ର ମନ୍ତ୍ରୀ ଏଲ ମୁରୁଗାନଙ୍କୁ ଅବନାଶୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି । ତାମିଲନାଡୁରେ ୨୩ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଦିଆଯିବ । ମେ ୪ରେ ଗଣନା ହେବ ।୨୩୪ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାର ବର୍ତ୍ତମାନର କାର୍ଯ୍ୟକାଳ ମଇ ୧୦ରେ ଶେଷ ହେବ । ମୁଖ୍ୟ ନିର୍ବାଚନୀ ପ୍ରତିଦ୍ୱନ୍ତା ଦ୍ରାବିଡ ମୁନେତ୍ର କାଝଗମ ନେତୃତ୍ୱାଧିନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ ମଧ୍ୟରେ ହେବ ବୋଲି ଆସା କରାଯାଉଛି । ଯେଉଁଥିରେ କଂଗ୍ରେସ ଡିଏମଡିକେ, ବାମଦଳ, ଅଣ୍ଡିଆନ ୟୁନିଅନ ମିସଲିମ ଲିଗ ଏବଂ ଅନ୍ୟାନ୍ୟ ଦଳ ସାମିଲ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking