29.1 C
Bhubaneswar
Tuesday, March 31, 2026
Homeଓଡିଶାନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ: ୨ ଗିରଫ

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ: ୨ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଲଜ୍ଜା। ପ୍ରେମିକକୁ ନିଶା ଦେଇ ନାବାଳିକା ଗଣ ଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ବ୍ରହ୍ମପୁର ଗୋସାଣିନୂଆଗାଁ ଥାନା ଅନ୍ତର୍ଗତ ଅଂଚଳରେ । ନାବାଳିକା ଜଣଙ୍କ ଘର ଆନ୍ଧ୍ରରେ। ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ଦ୍ବିତୀୟ ବାପାଙ୍କ ପାଖରେ ରହୁଥିଲା। ସାବତ ବାପା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାରୁ ନାବାଳିକା ଜଣଙ୍କ ଗତ ୨୪ତାରିଖରେ ବ୍ରହ୍ମପୁର ପଳାଇଆସିଥିଲେ। ଏଠାରେ ଏକ ଚା’ ଦୋକାନରେ କାମ କରୁଥିଲା । ୪ଦିନ ମଧ୍ୟରେ ସେଠାକାର ଜଣେ ନାବାଳକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୨୯ତାରିଖ ରାତିରେ ନାବାଳିକାଙ୍କୁ ଉକ୍ତ ନାବାଳକ ପ୍ରେମିକ ଡାକି ନେଇ ତାଙ୍କ ସାଙ୍ଗ ସହ କ‌ଥା ହେବାକୁ କହିଥିଲା। ତେବେ ସେହି ସ୍ଥାନକୁ ଯିବା ପରେ ନାବାଳକ ପ୍ରେମିକ ଜଣଙ୍କ ଶୋଇ ପଡ଼ିଥିଲା। କିଛି ନିଶା ମିଶାଇ ଦେବାରୁ ପ୍ରେମିକ ଜଣ ଙ୍କ ଶୋଇପଡ଼ିଥିବା ପୋଲିସ ସନ୍ଦେହ କରୁଛି । ଏଭ ଳିକି ନାବାଳିକା ଜଣଙ୍କ ମଧ୍ଯ ଅଚେତ ହୋ ଇଯିବା ରୁ ନାଦା ଳକର ଦୁଇ ଜଣ ଯୁବକ ସାଙ୍ଗ ତାଙ୍କୁ ଦୁର୍ଷମ କରିଥିଲେ । ସେ ସେହି ଅଂଚ ଳରେ ପଡ଼ିରହିଥ‌ିବା ଦେଖ୍ ସ୍ଥାନୀୟ ଲୋକ ଥାନା ରେ ଜଣାଇବା ରୁ ପୋଲିସ ଆସି ପଚରା ଉଚରା କରିଥିଲା । ଏନେଇ ଥାନା ରେ ଏକ ମାମଲା ରୁଜୁ ହେବା ସହ ଦୁଇ ଜଣ ଯୁବକ ସାଙ୍ଗକୁ ଗିରଫ କରିଛି । ନାବାଳକ ପ୍ରେମିକଙ୍କୁ ବାଳ ସୁଧା ରଗୃହକୁ ପଠାଇ ଦେଇଛି । ଏସହ ନାବାଳିକାଙ୍କ ବାପାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋ ଇଥିବା ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking