30.1 C
Bhubaneswar
Sunday, March 22, 2026
Homeଓଡିଶାଆହୁରି ୨ ଦିନ ରାଜ୍ୟରେ କାଳବୈଶାଖୀ

ଆହୁରି ୨ ଦିନ ରାଜ୍ୟରେ କାଳବୈଶାଖୀ

ଭୁବନେଶ୍ୱର: ଆହୁରି ୨ ଦିନ ଯାଏ ରାଜ୍ୟର କେତେକ ସ୍ଥାନରେ ଝଡବର୍ଷା, ମଙ୍ଗଳବାରଠାରୁ ବଢିବ ତାତି । ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଆଜି ପାଇଁ ମୟୁରଭଞ୍ଜ ଓ କେନ୍ଦୁଝରର କିଛି ସ୍ଥାନରେ ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ହୋଇପାରେ ଆସନ୍ତାକାଲି ବାଲେଶ୍ୱର, ମୟୁରଭଞ୍ଜ , କେନ୍ଦୁଝରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି । ସେହିପରି ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁରକୁ ସତର୍କତା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking