28.1 C
Bhubaneswar
Sunday, March 22, 2026
Homeଓଡିଶାସୁବାସିନୀଙ୍କ ନିଲମ୍ବନକୁ ବିରୋଧ: ବିଜେଡି ଛାଡିଲେ ଆଉ ୨

ସୁବାସିନୀଙ୍କ ନିଲମ୍ବନକୁ ବିରୋଧ: ବିଜେଡି ଛାଡିଲେ ଆଉ ୨

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ଦେଇଛନ୍ତି । ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡା, ଛାତ୍ର ସଭାପତି ସୁଶାନ୍ତ ବେହେରା ଇସ୍ତଫା ଦେଇଛନ୍ତି । ଉଭୟ ସଭାପତି ପଦ ବିଜେଡିରେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଧାୟିକା ସୁବାସିନୀ ଜେନାଙ୍କ ନିଲମ୍ବନକୁ ବିରୋଧ କରି ଦଳ ଛାଡିଛନ୍ତି ଉଭୟେ । କାଲି ବସ୍ତା ବ୍ଲକ ବିଜେଡି ସଭାପତି ପଦ ସହ ଦଳ ଛାଡିଥିଲେ ଅନୀଲ ମହାନ୍ତି । ସୂଚନାଥାଉକି, ଗତକାଲି କ୍ରସ ଭୋଟିଂ କରିଥିବା ୬ ବିଧାୟକଙ୍କୁ ବିଜେଡିର ପିଏସି ବୈଠକ ପରେ ନିଲମ୍ବନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking