32.1 C
Bhubaneswar
Friday, March 13, 2026
Homeଓଡିଶାମୋ ସହମତି ମାଗିନାହାନ୍ତି: ପ୍ରତାପ

ମୋ ସହମତି ମାଗିନାହାନ୍ତି: ପ୍ରତାପ

ଭୁବନେଶ୍ୱର: ରବୀନ୍ଦ୍ର ଜେନା ବିଜେପିରେ ସାମିଲ ନେଇ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି, ରବୀନ୍ଦ୍ର ସାମିଲ ହେବା ପରେ ଦଳର ଲାଭ ହେବ ଏଭଳି ସମ୍ଭାବନା ଦେଖୁନି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଶୁଦ୍ଧତା ରକ୍ଷା କରିବା । କେତେଦୂର ପାର୍ଟି ସହ ଜଡିତ ହୋଇ ସେ କାମ କରିବେ ଆଗକୁ ଜଣାପଡିବ । ବିଜେପିରେ ତାଙ୍କୁ ସାମିଲ ନେଇ ମୋର କୌଣସି ସହମତି ନିଆଯାଇନି । ମୋ ପାଖରେ ସୂଚନା ଥିଲା, କିନ୍ତୁ ମୋ ସହମତି କେହି ମାଗିନାହାନ୍ତି । ସୂଚନା ଥାଉକି, ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ମିଶିଛନ୍ତି, ତାଙ୍କର ପ୍ରାଥମିକ ପଦରୁ ଇସ୍ତଫା ଦେଇ ବ୍ୟକ୍ତିଗତ କରାଣ ପାଇଁ ଦଳ ଛାଡିଛନ୍ତି ବୋଲି ଇସ୍ତଫା ପତ୍ରରେ ଦର୍ଶାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking