37.1 C
Bhubaneswar
Thursday, March 12, 2026
Homeଓଡିଶାଗ୍ୟାସକୁ ନେଇ ରାଜନୀତି ଉଚିତ ନୁହେଁ

ଗ୍ୟାସକୁ ନେଇ ରାଜନୀତି ଉଚିତ ନୁହେଁ

ଭୁବନେଶ୍ୱର: ଗ୍ୟାସକୁ ନେଇ ବିରୋଧୀ ରାଜନୀତି କରିବା ଉଚିତ ନୁହେଁ । ବିରୋଧୀଙ୍କୁ ସମାଲୋଚନା କଲେ ବିଜେପି ବିଧାୟକ ଅଶୋକ ମହାନ୍ତି । ଓଡିଶାରେ ପ୍ରଚୁର ମାତ୍ରାରେ ଗ୍ୟାସ ଉପଲବ୍ଧ ଅଛି । ଯୁଦ୍ଧ ପାଇଁ ଆସିବା ବିଳମ୍ବ ହେଉଛି, କୌଣସି ସମସ୍ୟା ନାହିଁ । ବିରୋଧୀ ଦଳ ପକ୍ଷରୁ ରାଜନୀତି କରିବା ଉଚିତ ନୁହେଁ । ବିରୋଧୀ ଦଳ ଲୋକଙ୍କୁ ବିଭ୍ରାନ୍ତ କରିବାର କୌଣସି କାରଣ ନାହିଁ ।

ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ: ପ୍ରମିଳା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking