ଭୁବନେଶ୍ୱର: ଟାଟା ଆଦାୟ କରିବ ୬୫୬ କୋଟି । ୬୪ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ନୋଟିସ କରିଛି ଟାଟା । ଅତିରିକ୍ତ ସୁରକ୍ଷା ଜମା ପାଇଁ ଟାଟର ନୋଟିସ । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲିଖିତ ଉତ୍ତର ରଖିଛନ୍ତି । ଅତିରିକ୍ତ ସୁରକ୍ଷା ଜମା ବାବଦକୁ ଟାଟା ଆଦାୟ କରିବ ୬୫୬ କୋଟି । ସର୍ବାଧିକ ଟିପିସିଡିଓଏଲ ଆଦାୟ କରିବ ୨୮୪ କୋଟି ଟଙ୍କା ।










