26.1 C
Bhubaneswar
Tuesday, March 10, 2026
Homeଓଡିଶାବିଜୟ ଓ ଅରବିନ୍ଦଙ୍କୁ ଭେଟିଲେ ଦତ୍ତେଶ୍ୱର

ବିଜୟ ଓ ଅରବିନ୍ଦଙ୍କୁ ଭେଟିଲେ ଦତ୍ତେଶ୍ୱର

ଭୁବନେଶ୍ୱର: ବିଜୟ ମହାପାତ୍ର ଓ ଅରବିନ୍ଦ ମହାପାତ୍ରଙ୍କୁ ଭେଟିଲେ ଦତ୍ତେଶ୍ୱର ହୋତା । ସୌଜନ୍ୟମୂଳକ ସାକ୍ଷାତ କରି ଉଭୟଙ୍କ ସହ ଆଲୋଚନା କରିଥିଲେ । ବିଦଜେଡି – କଂଗ୍ରେସ ସମର୍ଥିତ ରାଜ୍ୟସଭା ପ୍ରାର୍ଥୀ ଦତ୍ତେଶ୍ୱର ହୋତା । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ସରିଯାଇଛି । ୧୬ ତାରିଖରେ ହେବ ଭୋଟ । ଚତୁର୍ଥ ସିଟ ପାଇଁ ଲାଗିବ ରାଜନୀତି ଯୁଦ୍ଧ । କିଏ ହାତେଇବ ଚତୁର୍ଥ ସିଟ । ଦିଲ୍ଲୀପ ରାୟ ନା ଦତ୍ତେଶ୍ୱର ହୋତା । ତାହାକୁ ନେଇ ସମସ୍ତଙ୍କ ନଜିର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking